Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay Sahoo

Comedy

3  

Sanjay Sahoo

Comedy

ବ୍ୟଙ୍ଗ ଦୃଷ୍ଟି - ରାକ୍ଷୀ

ବ୍ୟଙ୍ଗ ଦୃଷ୍ଟି - ରାକ୍ଷୀ

1 min
17



ଥିଲି ଭାଗ୍ୟବାନ  ଭାଇଟିଏ ମୁହିଁ

   ଧରମ ଭଉଣୀ ହଜାର

ରାକ୍ଷୀ ପୁନେଇଁରେ ସକାଳୁ ସକାଳୁ

   ହେଉଥିଲେ ସବୁ ହାଜର

   ସମ୍ପର୍କ ତ' ବର୍ଷ ବର୍ଷର,

ମନା ମୁଁ କରେନି କେବେବି କାହାକୁ

   ପରକୁ ଭାବି ମୁଁ ନିଜର।


ଡାକରେ ନୁହେଁ କି ହାତରେ ବି ନୁହେଁ

   ରାକ୍ଷୀ ମିଳିଲାନି ଏଥର

ଥିଲେ ଯେତେ ମୋର ଧରମ ଭ‌ଉଣୀ

    ଦରଶନ ନାହିଁ କାହାର

   କରୋନା ଦେଇଛି ପାହାର,

ସମ୍ପର୍କଟା ଏତେ ମାନ୍ଦା ହେବ ବୋଲି

    କିଏ ଜାଣିଥିଲା ଏଥର!


ଆଙ୍ଗୁଠି ଠାରୁ ଯେ କାନ୍ଧ ଯାଏ ମୋର

    ରାକ୍ଷୀ ରହୁଥିଲା ଫୁଉଲୁ

ଲକଡାଉନ୍ ଟା    ବିଚ୍ଛେଦ କରିଲା

    ସମ୍ପର୍କ କୁ କଲା କୁଉଲୁ,

    ମୋ'ର ବା' କି ଭୁଉଲୁ,

ନିଜକୁ ବୁଝାଏ     ଆର ବର୍ଷ ଯାଏଁ

    ଖାଲି ହାତ ଧରି ବୁଉଲୁ।



Rate this content
Log in

Similar oriya poem from Comedy