Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Sahoo

Abstract

2  

Sanjaya Sahoo

Abstract

ବ୍ୟଙ୍ଗ ଦୃଷ୍ଟି - ଚନ୍ଦ୍ରଯାନ ଥ୍ରୀ

ବ୍ୟଙ୍ଗ ଦୃଷ୍ଟି - ଚନ୍ଦ୍ରଯାନ ଥ୍ରୀ

1 min
106


ଚନ୍ଦ୍ର ଯାନ - ତିଇନି କହି

ଇସ୍ରୋ ଯଦି ତିନି-ଚାରି

           ରକେଟ୍ ରେଡି କରି,

ସେଥିରେ ଗୋଳା ବାରୁଦ ଭରି

ଦାମୀ ଜିନିଷ ବାହାର କରି

              ଦିଅନ୍ତା ଲଞ୍ଚ୍ କରି

ଲଞ୍ଚ କରି ସାରିବା ପରେ

ପ୍ରେସ୍ ମିଟ ଡକାଇ ଥରେ

          କରନ୍ତା ଟେଲି-କାଷ୍ଟ,

ରକେଟ୍ ଗୁଡା ବାଟ ହୁଡିଛି

ସମ୍ପର୍କ ତା'ର କଟି ଯାଇଛି

          କରି ହେଉନି ଟେଷ୍ଟ

ଲଞ୍ଚ୍ ଥରେ ହୋଇବା ପରେ

କିଛି ନଥାଏ ଆଉ ହାତରେ

           ମାଡି ଚାଲୁଛି ଫାଷ୍ଟ୍,

ସାଟେ-ଲାଇଟ୍ ଫଟୋ କହୁଛି

ପାକି-ସ୍ତାନ କୁ ମୁହାଁଉ-ଅଛି

        ହୋଇପାରେ ସେ ବ୍ଳାଷ୍ଟ୍

ଏମିତି ଯଦି କରନ୍ତା ଇସ୍ରୋ

ପାକିସ୍ତାନ ର ଉଡିଯିବ ଟି ହୋସ୍


Rate this content
Log in

Similar oriya poem from Abstract