STORYMIRROR

Ashutosh Swain

Drama Fantasy

3  

Ashutosh Swain

Drama Fantasy

ବସନ୍ତ ଆଗମନେ

ବସନ୍ତ ଆଗମନେ

1 min
227

ଶୀତ ଶେଷ ଚୁମା ଦେଉଥାଏ

ଶରୀରରେ ଉଦ୍ୱେଳିତ ହୁଏ ପବନରେ ବଉଳ ବାସ

କୋକିଳର କୁହୁର ପରମ ତୃପ୍ତି

ସମୀର ସୁବର୍ଣ୍ଣପସରା ମେଲି ଉତ୍ତାଳ ତରଙ୍ଗ ସୃଷ୍ଟିକରେ

କାଁ ଭାଁ ପହିଲି ବର୍ଷାରେ ମାଟିର ବାସ୍ନା ବିଚଳିତ କରେ

ମନେପଡିଯାଏ ଦୋଳଯାତରାର ଫଗୁଖେଳ

ଆଉ ଦୋଳଗୋବିନ୍ଦଙ୍କ ମେଲଣ ଯାତ୍ରା

ବସନ୍ତର ଆଗମନରେ ପୁଲକିତ ହୁଏ ଧରା 

ପୁଣି ସ୍ୱାଗତକରେ ଗ୍ରୀଷ୍ମର ପହିଲି ସ୍ପର୍ଶକୁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama