STORYMIRROR

Ajita Mishra

Inspirational

3  

Ajita Mishra

Inspirational

ବୃଦ୍ଧତ୍ୱ

ବୃଦ୍ଧତ୍ୱ

1 min
277

ଏକ ଭିନ୍ନ ପ୍ରଶ୍ନ

ମନ ବଚନ କର୍ମର

ବୃଦ୍ଧ ହୋଇ ଯିବା  

ବୟସ ବଢି଼ଯିବା 

ଦୁଇଟି ଭିନ୍ନଭିନ୍ନ

ଫରକ୍ ସାମାନ୍ୟ  

କୋଷର ବୃଦ୍ଧତ୍ୱ 

ବୟସର ଅଧିକତ୍ୱ

ସମାନ ଲାଗିଥାଏ

ହେଲେ ଅଲଗା ଅଲଗା

ଠିକ୍ ସେୟା , ଯାହା

କେହି ପ୍ରଶ୍ନ କରେ

ସ୍ୱକୀୟ ଢଙ୍ଗରେ

ତୁମେ କେତେ ବୃଦ୍ଧ 

ହାଓ ଓଲ୍ଡ ଆର୍ ୟୁ

ଆଉ କେହି ପଚାରିଥାଏ 

ହ୍ୱାଟ୍ ଇଜ୍ ୟୋର୍ ଏଜ୍ 

ତୁମର ବୟସ କେତେ 

ବୋଧହୁଏ ଉଭୟଟି 

ଭିନ୍ନ ଭିନ୍ନ ସଂକେତ ଦିଏ

ଗୋଟିଏ ସମୟ ସହ ତାଳଦେଇ 

ଜୀବନ ବଞ୍ଚିବାକୁ

ଅନ୍ୟଟି ସକାରାତ୍ମକ

ଭାବରେ ସଂସାରରେ

ତିଷ୍ଠି ରହିବାକୁ.....          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational