STORYMIRROR

Pravat Kumar Mohapatra

Tragedy

3  

Pravat Kumar Mohapatra

Tragedy

ବନ୍ଦୁକ ମୁନରେ ଜୀବନ

ବନ୍ଦୁକ ମୁନରେ ଜୀବନ

1 min
277

ଜୀବନଟା ଛଟପଟ 

ଏହି ଦେଖ ବନ୍ଦୁକଟା ରହିଛି ଅନାଇ

ଅରଣା ମଇଁଷି ପରି ରହିଛି ଅନାଇ, 

ତା ଆଗକୁ କେବେ ପରା ନଯାଇ ଦନାଇ

ପାଣି ଫୋଟକା ପରି ଏ ଜୀବନ, 

ଫୁଟିବ ଯଦି ସେ ଗୁଳି

ମୁଁ ନୁହେଁ ସୈନିକ ଜାଣେ ନାହିଁ ତାର ବାଗ

କେମିତି ମୁଁ ଦେବି ଯେ ଓଗାଳି

ଗୋଟେ ବାଟ ମୋତେ ଜଣା ଚକାଡୋଳା, 

ଷୋଳକଳା

ସେହି କରିବେ ତାକୁ ନିଶ୍ଚେ ବାଟବଣା ।

ବନ୍ଦୁକ ରହୁ କାନ୍ଧରେ ତାଲିବାନୀ ଇଲାକାରେ

ମୁଁ ଯିବି ନଈ ବନ୍ଧରେ ଆସୁ ନଈ ଭାଙ୍ଗୁ ଘାଇ

ମୁଁ ରହିଥିବି, ପ୍ରଭୁଙ୍କୁ ପାଖେ, ନିଧଡ଼କେ ଓ ନିରାପଦରେ । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy