STORYMIRROR

Amitav Sahu

Romance

2  

Amitav Sahu

Romance

ବନ୍ଧୁତ୍ଵ

ବନ୍ଧୁତ୍ଵ

1 min
561

ଜହ୍ନ ସିନା ଲୁଚିଯାଏ

ଦୂର ସେପାରିରେ

ମେଘ ସିନା ମିଶିଯାଏ

ମଶାଣି ଭୁଇଁରେ

ବନ୍ଧୁ କିନ୍ତୁ ବଞ୍ଚିରହେ

ବନ୍ଧୁର ସ୍ମ୍ରତିରେ


ମଣିଷ ମରିବ

ସବୁତ ସରିବ

ସ୍ନେହତ ସରିବ ନାହିଁ

ସେଇ ସ୍ନେହ ଦିନେ

ପାଗଳ ହୋଇବ

ତୁମକୁ ଦେଖିବା ପାଇଁ


ବନ୍ଧୁତ୍ଵର ବନ୍ଧୁପଣ

ନିବିଡତାର ସ୍ପର୍ଶରେ

ରହିବ କିରତୀ

ଆମରି ପିରତୀ

ଅଲିଭା ଅକ୍ଷର ଗାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance