STORYMIRROR

Yudhisthir Khamari

Inspirational Others

2  

Yudhisthir Khamari

Inspirational Others

ବିଶ୍ବ ଆତଙ୍କ

ବିଶ୍ବ ଆତଙ୍କ

1 min
2.7K

କରୋନା ଆତଙ୍କେ ଥରୁଛି ଏ ବିଶ୍ବ

ଚାରି ଆଡେ ହାହା କାର,

ଲଭିବାକୁ ମୁକ୍ତି ପାଇବାକୁ ଶାନ୍ତି

ଜାଗ୍ରତ ହୁଅ ହେ ବୀର ।।

ଲୋକ ସଚେତନ ବନ୍ଧୁତ୍ବର ଭାବ

ରୋକିବ କରୋନା ଭୟ,

ସ୍ବଚ୍ଛତା ସାଥେ ସାମାଜିକ ଦୂରତା

ହୋଇବ ଆମରି ଜୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational