STORYMIRROR

Suryakanta parida

Romance Tragedy

3  

Suryakanta parida

Romance Tragedy

ବିରହ

ବିରହ

1 min
258


ବିରହ ନିଆଁରେ ଆଜି ମୁଁ ଜଳୁଛି

   ହୃଦୟେ ଭରିଛି କୋହ !

ଜାଣିଲି ଆଜି ମୁଁ ଏଇଦୁନିଆରେ

   ନିଜର କେବଳ ଲୁହ !


ନିଜର ହାତରେ ନିଜକୁ ମାରିଛି

   ତମର ତ ଦୋଷ ନାହିଁ !

ଶେଷ ଅନୁରୋଧ କହିଯାଅ ଥରେ

   ମୋର କିଛି ଦୋଷ ନାହିଁ !


ଉଜାଡି ଦେଇ ମୋ ସୁନେଲି ସପନ

   ଚାଲିଗଲ ପ୍ରିୟା ସତେ !

ଦୁରେଇ ଗଲ ହେ କେଉଁ ଅଭିମାନେ

    କହିଲନି କଥା ପଦେ !


Rate this content
Log in

Similar oriya poem from Romance