STORYMIRROR

Dilip Mishra

Inspirational Children

2  

Dilip Mishra

Inspirational Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
102

ବିଦ୍ୟା ଅଧ୍ୟୟନେ ଚରିତ୍ର ଗଠନ

   ବିଦ୍ୟାର୍ଥୀ ର ଅଟେ ଗୁଣ 

ଚରିତ୍ର ବିହୁନେ ବିଦ୍ୟା ଯେ ଅବିଦ୍ୟା 

   ଏ କଥା ଆଛି ପ୍ରମାଣ 

ସମର୍ପଣ ଭାବ ଜାଗ୍ରତ କରିଲେ 

   ବିଦ୍ୟାର୍ଥୀ ଗୁରୁ ର ପ୍ରିୟ 

ବିନା ସମର୍ପଣେ ଅବମାନନା ରେ 

    ବିଦ୍ୟାର୍ଥୀ ଅଟଇ ହେୟ 

ଜନ୍ମ ରୁ ମୃତୁ ର ଚାରୋଟି ସୋପାନ 

    ବିଦ୍ୟାର୍ଥୀ ଜୀବନ ଶ୍ରେଷ୍ଠ 

ବିଦ୍ୟା ଆଧ୍ୟାୟନେ ରତ ଜେ ବିଦ୍ୟାର୍ଥୀ 

    ନଜାଣଇ କିଛି କଷ୍ଟ 

କାକ, ବକ, ସ୍ବାନେ ଗୁରୁ କରେ ଛାତ୍ର 

   ଅଟଇ ଜେ ସୁ ବିଦ୍ୟାର୍ଥୀ 

ଅଳ୍ପହାର କରି ଯୋଗାଭ୍ୟାସ ମଧ୍ୟ 

   ଗୁଣ ତା ମୁଖ୍ୟ ସମ୍ପଦ 

ଆଂହିସା ସହିତ ସତ୍ୟ ବାକ ହୋଇ 

   ବ୍ରହ୍ମ କୁ ପାଳିଲେ ପୁଣ 

ଜଗତ ମଧ୍ୟରେ ଟେକ ତ ରଖଇ 

  ଏହା ବିଦ୍ୟାର୍ଥୀ ର ଗୁଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dilip Mishra

Similar oriya poem from Inspirational