STORYMIRROR

Dilip Mishra

Children Stories Classics Children

3  

Dilip Mishra

Children Stories Classics Children

ଶିଶୁ

ଶିଶୁ

1 min
257

ଶିଶୁଟିଏ ମୁଁ ଶିଶୁଟିଏ 

     ମା ହୃଦୟର ମଣିଟିଏ 

କେତେ ସରଗରେ ହୃଦେ ଧରି ମା 

    ମତେ ପରା ଗେଲ କରି ଥାଏ 

ବୟସ ଏବେ ମୋ ଆଠ ଦଶ 

    ତେବେ ବି ମାଆର କୋଳେ ଶୁଏ 

ମୋତେ ନେଇ ମା ମନରେ ତାହାର 

    କେତେ ଆଶା ପରା ରଖିଥାଏ 

ଶିଶୁ ହୃଦୟକୁ ନେଇ ମୁଁ ଯେ 

    ଭାବନା ରାଇଜେ ଭାସୁଥାଏ 

ଭଲ ଶିଶୁଟିଏ ହେବି ଭାବି 

    ଚାଷ କାମ ସବୁ ଦେଖୁ ଥାଏ 

ଚାଷୀ ହସିଲେ ଦେଶ ହସିବ 

    ଏହି ଗୀତ ମୁଁ ଯେ ଶୁଣୁଥାଏ 

ଚାଷୀ ଚାଷ କରି ଆହାର ଯେ ଦିଏ 

    ତାହା ଠାରୁ ଆଉ ବଡ କିଏ 

ଆଜିର ଶିଶୁ କାଲିର ନେତା 

    ଏହି ଧୌନୀ କର୍ଣ୍ଣେ ଶୁଣୁ ଥାଏ 

ନେତା ଠାରୁ ବଡ ଚାଷୀ ଭାବି ମୁଁ ଯେ 

    ଚାଷୀ ହେବା କଥା ଭୁଲି ଯାଏ ।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dilip Mishra