STORYMIRROR

Liza Senapati

Abstract

2  

Liza Senapati

Abstract

ବିଡମ୍ବନା

ବିଡମ୍ବନା

1 min
107

ସମୟର ବିଡମ୍ବନା'

ଭେଟି ଚାଲିଚି ପ୍ରତିଥର,

ମୋ ପାଇଁ ନୂଆ ଏକ ପ୍ରହେଳିକା।

ମୁଁ ବି ବିଚରା,

କରିବି ଆଉ କଣ,

ସହିଚାଲିଚି ସବୁ ମଥାନତ କରି।


Rate this content
Log in

Similar oriya poem from Abstract