STORYMIRROR

Pramila Sahoo

Tragedy

2  

Pramila Sahoo

Tragedy

ବିଚିତ୍ର

ବିଚିତ୍ର

1 min
13K


କେଡ଼େ ବିଚିତ୍ର ସତେ ଏଇ ଧରାପୃଷ୍ଠ

ମୋ ଦୁଃଖ,କଷ୍ଟ ଦେଖି ହସେ ଜଗତ

ଭୋକ ଉପାସେ କାଟୁଥାଏ ଦିନ

'ମା'ର ସ୍ନେହ ମମତା ମୋ ପାଇଁ ସାତ ସପନ

ମନରେ ଅଛି ମୋର ଅସୁମାରୀ ଆଶା

ପୁରା କରିବା ପାଇଁ ନାହିଁ ମୋ ପାଖେ ସମୟ

ଜୀବନର ଚଲା ପଥରେ ଚାଲୁଛି ମୁଁ ପଥ ଏକା

ଚାଲି ଚାଲି ପାଦ ମୋର ଥକି ପଡ଼ିଲାଗଣି

କାନ୍ଦୁଛୁ ମୋ ହୃଦୟ ପ୍ରତିମୁହୂର୍ତ୍ତେ

କାନ୍ଦି କାନ୍ଦି ଆଖିରୁ ଲୁହ ଯେ ଶୁଖିଗଲାଣି

ଆଉ ନାହିଁ ମୋର ପାଦରେ ଶକ୍ତି ହେବାକୁ ଠିଆ

ଜୀବନର ଦୀପ ମୋର ଲିଭି ଲିଭି ଆସୁଛି

ଆରପାରିରୁ ଡାକରା ଯେ ଆସିଛି

ଦୁଃଖ ଯନ୍ତ୍ରଣାକୁ ନେଇ ଚାଲି ଯିବି ଆରପାରିକୁ

ମୋର ନଥିବ ଆଉ ଚିହ୍ନ କିଛି,

ଖାଲି ଯାଆ ମୋ ସ୍ମୃତି ରହି ଯିବ କିଛି ଦିନ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy