STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
240

ଏମିତି ବି ସଂସ୍ଥା ସବୁ

ସମାଜେ ଅଛନ୍ତି

ଭୁଲ୍ ଠିକଣା ଦେଇ 

ଲୋକଙ୍କୁ ଠକନ୍ତି ।

ଅଧିକ ଲାଭର ଲୋଭ

ଲୋକଙ୍କୁ ଦେଖାନ୍ତି

ଲୋଭନୀୟ ବିଜ୍ଞାପନେ

ମନକୁ ଜିଣନ୍ତି ।

ସାଧାରଣ ମଣିଷଟି

ଲୋଭେ ବସ ହୋଇ

ଝାଳ ବୁହା ଧନ ଦିଏ

ଜୁଆରେ ଲଗାଇ ।

ଠକିଦେଇ ସଂସ୍ଥା ଯେବେ

ଯାଏରେ ଉଭେଇ

ଭୁଲ୍ ଠିକଣା ଯୋଗୁ

ପତ୍ତା ମିଳେ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational