Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arundhati Senapati

Tragedy Others

2.8  

Arundhati Senapati

Tragedy Others

ଭୋକର ଜ୍ବାଳା

ଭୋକର ଜ୍ବାଳା

1 min
2.9K


ମନ୍ଦିରରେ ଲିଟର ଲିଟର କ୍ଷୀର ବହିଯାଏ

ମୁନ୍ଦେ କ୍ଷୀର ତ' ସପନ

ପାଣିରେ ପେଟର ଭୋକ ମାରିବାକୁ ହୁଏ।

ରିଷ୍ଟ କାଟିବାକୁ ଏ ସମାଜ

ବଡ ସରାଗରେ ବେଳେ ବେଳେ

ହାତରେ ଧରେଇ ଦିଏ ଖାଇବାର ଚିଜ।

ମାଗିଲେ ଗାଳି ମିଳେ

ମାଡ ବି ଖାଇବାକୁ ମିଳେ

ହେଲେ ଭୋକ ପାଇଁ ଖାଇବାକୁ ମିଳେନି।

ପେଟ ନ ଥା'ନ୍ତା ଯଦି ଭୋକ ବି ନ ଥା'ନ୍ତା

ଭୋକ ନ ଥିଲେ.............

ଜୀବନରେ ଏତେ ହା ହା କାର ନ ଥା'ନ୍ତା।


Rate this content
Log in

Similar oriya poem from Tragedy