STORYMIRROR

Gyanajyoti Dash

Children

3  

Gyanajyoti Dash

Children

ଭଲପିଲା

ଭଲପିଲା

1 min
305

ଭଲ ପିଲା ମୁଁ ହେବି

   ବଡ଼ ଲୋକଙ୍କ କଥା ମାନିବି

ପାଠ ପଢିବାକୁ ସ୍କୁଲ ଯିବି

   ପାଠ ପଢ଼ି ଭଲ ମଣିଷ ହେବି ।


ଭଲ ପିଲା ମୁଁ ହେବି

   ତଟକା ପନିପରିବା ଖାଇବି

ସୁସ୍ଥ ସବଳ ମୁହିଁ ରହିବି

   ଭଲ ଭାବେ ପାଠ ପଢିବି  ।


ଭଲ ପିଲା ମୁଁ ହେବି

    ନିଇତି ସକାଳୁ ଉଠିବି

ବ୍ୟାୟାମ ନିତି କରିବି

   ଶରୀରକୁ ସୁସ୍ଥ ରଖିବି  ।


ଭଲ ପିଲା ମୁଁ ହେବି

     ନିତି ସତ କଥା ମୁଁ କହିବି

ଧୈର୍ଯ୍ୟ ବାନ ମୁଁ ହେବି

     ସମସ୍ତଙ୍କୁ ସାହାଯ୍ୟ କରିବି  ।


ଭଲ ପିଲା ମୁଁ ହେବି

     ସଫା ସୁତୁରା ରହିବି

ନିଜ ପୋଷାକ ସଫା ରଖିବି

   ପିତାମାତାଙ୍କ ଆଦର୍ଶ ହେବି   ।


ଭଲ ପିଲା ମୁଁ ହେବି

     ଉଚିତ୍ କାମ କରିବି

ଗୁରୁଜନଙ୍କୁ ସାହାଯ୍ୟ କରିବି

     ତାଙ୍କ କଥା ମୁଁ ନିଶ୍ଚେ ମାନିବି ।


Rate this content
Log in

Similar oriya poem from Children