STORYMIRROR

Gyanajyoti Dash

Others

3  

Gyanajyoti Dash

Others

ବର୍ଷା ଆସିଲା

ବର୍ଷା ଆସିଲା

1 min
181

ବରଷା ଆସିଲା ବରଷା ଆସିଲା  ।

ଗରମ ଗଲା ଥଣ୍ଡା ଲାଗିଲା

ଆକାଶର କୋଳେ ମେଘ ଖେଳିଲା

କଳା ମେଘ ଦେଖି ପିକ ନାଚିଲା ।

ନଦୀ, ନାଳ, ବନ୍ଧେ ପାଣି ପୂରିଲା

କୃଷକ ଭାଈର ମନ ମୋହିଲା

ବରଷା ଆସିଲା ବରଷା ଆସିଲ।  ।

ପାଣି ସୁଅରେ ଡଙ୍ଗା ଭାସିଲା

ପିଲାଙ୍କ ମନ ଉଲ୍ଲସିତ ହେଲା

କେଁ କଟରରେ ବେଙ୍ଗ ରଡିଲା

ଶଗଡିଆ ଭାଈର ଗୀତ ଶୁଭିଲା ।

ଧରଣୀ ରାଣୀ ନୂଆ ବୋହୂ ସାଜିଲା

ସାଧବ ବୋହୂ ଘାସେ ଚାଲିଲା

ବରଷା ଆସିଲା ବରଷା ଆସିଲା   ।

      

   


Rate this content
Log in