STORYMIRROR

Gyanajyoti Dash

Inspirational

3  

Gyanajyoti Dash

Inspirational

ମାଆ

ମାଆ

1 min
306

ତୁମ ପରି ଏଠି କିଏ ନାହିଁ

ତୁମେ ଥିଲେ ହିଁ ମୋର ଡର ନାହିଁ,

କୋଳେ ଧରି ମୋତେ ବୁଲେଇ ଦିଅ

ନିଦ ନ ଲାଗିଲେ ଶୁଆଇ ଦିଅ

ମା ତୁମ ପରି ଏଠି କିଏ ନାହିଁ ।


ଭୋକ ଲାଗିଲେ ମୋତେ ଖୁଆଇଦିଅ

ନିଜେ ନ ଖାଇ ଭୋକରେ ରୁହ

ମା ତୁମ ପରି ଏଠି କିଏ ନାହିଁ ।


ଛୋଟରୁ ବଡ଼ ମୋତେ କରିଛ

ମାଆ ମମତାର ସ୍ନେହ ଦେଇଛ

ମା ତୁମ ପରି ଏଠି କିଏ ନାହିଁ ।


ମାଆ ତୁମ ହସ କେତେ ସୁନ୍ଦର

ମୋତେ ତ ଲାଗେ ଭାରି ମଧୁର

ମା ତୁମ ପରି ଏଠି କିଏ ନାହିଁ   ।


Rate this content
Log in

Similar oriya poem from Inspirational