STORYMIRROR

Bishnu priya Jena

Inspirational Others

3  

Bishnu priya Jena

Inspirational Others

ଭିନ୍ନ ମଣିଷ

ଭିନ୍ନ ମଣିଷ

1 min
178


ନାହିଁ ଗୋଟେ ସୁନ୍ଦର ସ୍ଵପ୍ନ

ନାହିଁ ରାତିରେ ଶୁଭ ନିଦ୍ରା

ନାହିଁ ଜୀବନରେ ସ୍ବାଦ କିଛି

ନିଃସଙ୍ଗ ଜୀବନ ବଞ୍ଚିବାକୁ ପଡ଼ିଥାଏ

କାରଣ ମୁଁ କିନ୍ନର।


ନାଁ ଅଛି ପୂର୍ଣ୍ଣ ନାରିତ୍ବ

ନାଁ ଅଛି ପୂର୍ଣ୍ଣ ପୁରୁଷର ସ୍ଵଭାବ

ମୁଁ ଏକ ଭିନ୍ନ ମଣିଷ

କାରଣ ମୁଁ କିନ୍ନର।


ଜୀବନଟର ଲମ୍ବା ରାସ୍ତାରେ

ଚାଲିବାକୁ ପଡ଼ିଥାଏ କଣ୍ଟକିତ ରାସ୍ତା

କଣ୍ଟକିତ ରାସ୍ତା ରେ ପରିହାସ ପୂର୍ଣ୍ଣ

ଜୀବନ ଶୈଳୀ

କାରଣ ମୁଁ କିନ୍ନର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational