STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ଭଗବାନଙ୍କ ରୂପ

ଭଗବାନଙ୍କ ରୂପ

1 min
67

ମନ୍ଦିର ଯାଇ ଈଶ୍ୱର ଡାକିଲି


ମସଜିଦ ଯାଇ ଆଲ୍ଲାକୁ ଡାକିଲି


ସବୁ ଧର୍ମକୁ ସନମାନ ଜଣାଇ


ସବୁ ସ୍ଥାନକୁ ମୁଁ ଗଲି


ଭଗବାନଙ୍କୁ ପାଖରେ ନପାଇ


ମନ ଦୁଃଖେ ଆସିଲି


ଈଶ୍ୱର ସତରେ କେମିତି ଦିଶନ୍ତି


ହୃଦୟକୁ ପଚାରିଲି


ଉତ୍ତର ଆଶାରେ ନୀରବ ହୋଇ


ଘର କୋଣେ ବସିଥିଲି


କରୋନା ଆସିଲା ବୁଝେଇ ଦେଲା


ଭଗବାନଙ୍କ ରୂପ


ବିଭିନ୍ନ ରୂପରେ ଅସମୟରେ


ଦିଅନ୍ତି ପରା ସାକ୍ଷାତ


ଯୋଦ୍ଧା ବେଶରେ ବିଭିନ୍ନ ରୂପରେ


ଆମ ପାଖକୁ ଆସନ୍ତି

ନିଜ ଜୀବନକୁ ବାଜି ଲଗେଇ


ଅନ୍ୟକୁ ବଞ୍ଚାନ୍ତି

କରୋନା ଯୋଦ୍ଧାଙ୍କୁ ନମନ ଜଣାଇ


କରିବା ଆମେ ପ୍ରଣାମ


ଦେଶର ସିପାହୀ କରୋନା ଯୋଦ୍ଧା


ସଭିଙ୍କୁ ମୋର ସଲାମ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational