STORYMIRROR

ଶିଶିର ସାହୁ ମନୋଜ

Abstract

2  

ଶିଶିର ସାହୁ ମନୋଜ

Abstract

ଭାରତୀ

ଭାରତୀ

1 min
109

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ


ସ୍ଵୟଂପ୍ରଭା ସମୁଜ୍ଜ୍ଵଳା ସ୍ଵାଧୀନତା ମାଗୁଅଛି


ଅମର୍ତ୍ତ୍ୟ ବୀର ପୁତ୍ର ଦୃଢ ପ୍ରତିଜ୍ଞ ବିଚାର ଧର


ବଢି ଚାଲ ବଢି ଚାଲ ପ୍ରଶସ୍ତ ପୁଣ୍ୟ ପଥ'ର


ଅସଂଖ୍ୟ କୀର୍ତ୍ତି-ରଶ୍ମିର ଵିକୀର୍ଣ୍ଣ ଦିଵ୍ୟ ଦେହରେ


ସୁପୁତ୍ର ମାତୃଭୂମିର ଶୂର ସହସୀ ବଢିଚାଲରେ


ଆରତ ସୈନ୍ୟ ସିନ୍ଧୁରେ ସୁବାଡ଼ଵାଗ୍ନିରେ ଜଳ


ପ୍ରଵୀର ହୁଅ ଵିଜୟୀ ହୁଅ ବଢିଚାଲ ବଢିଚାଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract