STORYMIRROR

Susanta Dash

Tragedy

2  

Susanta Dash

Tragedy

ଭାରତ ବର୍ଷର ଜୀବନ

ଭାରତ ବର୍ଷର ଜୀବନ

1 min
2.3K


କେଉଁଠି ବୋମାରେ

ସନ୍ତେଇ ପଡୁଥିବା

ସୈନିକର ଜୀବନ

କାର୍ଗିଲରେ ବନ୍ଧୁକରୁ

ନିର୍ଗତ ବୁଲେଟ୍ ହିଁ

ସ୍ୱାଧୀନତାର ସ୍ୱପ୍ନ

ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରୁ

ଝରି ପଡୁଥିବା ଖଣ୍ଡମାଂସ ହିଁ

ଭାରତ ବର୍ଷର ଜୀବନ ।


Rate this content
Log in

Similar oriya poem from Tragedy