STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ଭାଲୁ ପ୍ରେମ

ଭାଲୁ ପ୍ରେମ

1 min
164

କଣ୍ଢେଇ କିଣିଲି ଖେଳନା କିଣିଲି

ତା ସାଥେ କିଣିଲି ଟେଡି

ଭାବିଥିଲି ଷୋଳ ବୟସୀ ନ'ନେଲେ

ନେବେ ବୁଢ଼ୀ ଦରବୁଢ଼ୀ ,

ଦାଣ୍ଡରେ ବାଟରେ ଯାହାକୁ ଦେଖିଲି

କହିଲି ମୁଁ ଇଲୁ ଇଲୁ

ସଭିଏଁ କହିଲେ ଦେଖ ଏ ବୁଢ଼ାର

ପିଠି ହେଉଅଛି ଗଲୁ

କେ କହିଲା ଆରେ ଓଲୁ

କିସ ଦେଖି ତୋତେ ପେରେମ କରିବି

ଧରାଇ ଦେଲେ ତୁ ଭାଲୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy