STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ଭାବଗ୍ରାହୀ

ଭାବଗ୍ରାହୀ

1 min
2.4K


ପତର ସହିବା ଯା ପାଇଁ କଠିନ

ତା ମୁଣ୍ଡରେ ଦେଲେ ପଥର ଥୋଇ

ସତରେ କି ସିଏ ଜୀବନ ପାଇବ

ନିଜେ କୁହ ତୁମେ ହେ ଭାବଗ୍ରାହୀ ?

ଦୁଷ୍ଟଙ୍କୁ ଛେଦନ ପ୍ରଭୂ ତୁମ କାମ

ସୁଦର୍ଶନ ଯାଏ ସେ କାମ କରି

ତୁମ କୃପାଜଳେ ବୁଡାଇ ବୁଡାଇ

ମୋ ଦୁଷ୍ଟ କର୍ମକୁ ଦେବ କି ମାରି ???

ଚିତ୍ତରଞ୍ଜନ ଲେଙ୍କା,

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational