Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

3  

Puspanjali Panda

Abstract

ବେସୁରା ଗୀତି

ବେସୁରା ଗୀତି

1 min
190


ଯେତେ ଗନନକୁ ଛୁଉଁ ଛୁ ଛୁଁ

ପୁନରାବୃତ୍ତି ହେବ ହି ହେବ

ନୀଡ଼ ମୋ୍ହତତେ

ବାନ୍ଧି ଆଣିବ

ବୀଜ ବପନ ପରର ଦୃଶ୍ୟକୁ

ଦେଖିବାକୁ

ଅନୁଭବିବାକୁ

ଫେରେଇ ଆଣିବ ତତେ

ନୀଡ଼କୁ।

ଅନନ୍ତ ଆକାଶ, ଭୂମି ତଳେ ଗାଲିଚା

ଠିକଣା ସେମିତି ଏକାଥାଏ

ଦୁଆର ଖୋଲାଥାଜ

ଚିକ୍ ଚିକ୍ କରୁଥିବା ଆଖି ଲୁହ

ସୁଁ ସୁଁ ଛାତି କୋହ

ପ୍ରମର ଭଲ ପାଇବାର ଓଁକାର

ବେଦଧ୍ଵନୀ ଗାଏ

ଆଖି ପଲକରେ ଆଶା 

ତଥାପି ଜୀବନ ଦୌଡୁଥାଏ

ନୀଡ଼ ମୋହରେ।

କେମିତି ବା ଫେରେଇ ଦେବି

ଦରଜା ଆଉଜେଇ ଦେବି

ଲୁଚେଇ ଲୁଚଇ ଲୁହ ଗଡୁଥାଏ

କେମିତି ଗୋଟାଏ

ଆଶାର ଆଲୁଅରେ

ନୀଡ଼ ମହରେ

ଧସେଇ ପଶୁଥାଏ।



Rate this content
Log in

Similar oriya poem from Abstract