STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ବାପା ଓ ବୋଉ

ବାପା ଓ ବୋଉ

1 min
2.9K


ଯେଉଁ ଶିକ୍ଷା ମିଳେ    ବାପାଙ୍କ ନିକଟୁ

ସେ ଶିକ୍ଷା କେଉଁଠୁ ମିଳି ନ ଥାଏ

ଯେଉଁ ସ୍ନେହ ମିଳେ    ବୋଉ ମମତାରୁ

ସେ ସ୍ନେହର ସମ କେହି ବି ନୁହେଁ


ଅନ୍ୟ ଗୁରୁ ଯାହା    ଶିକ୍ଷା ଦେଇଥାନ୍ତି

ମୂଳ ଶିକ୍ଷା ଥିଲେ ହୁଅଇ ଶିଖି

ଅନ୍ୟମାନଙ୍କର   ସ୍ନେହ ଓ ମମତା

ବୋଉ ସ୍ନେହ ଥିଲେ ହୁଏ ପରଖି



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in

Similar oriya poem from Inspirational