STORYMIRROR

Chittaranjan Lenka

Inspirational Others Abstract

2  

Chittaranjan Lenka

Inspirational Others Abstract

ବାବା ଆଖଣ୍ଡଳମଣି

ବାବା ଆଖଣ୍ଡଳମଣି

1 min
14.9K


ରୋଗ ପାଇଁ କେତେ    ଔଷଧ ରହିଛି

ପୁଣି କେତେ ଡାକତର

ତଥାପି କେତେକ   ଅସାଧ୍ୟ ରୋଗକୁ

ନାହିଁ କିଛି ପ୍ରତିକାର


ଆଶା ଶୂନ୍ୟ ହେଲେ    ଠାକୁର ହିଁ ସାହା

ଡାକତର କହିଦିଏ

ଠାକୁର ଶରଣ    ନୁହେଁ ମୂଲ୍ୟ ହୀନ

ଭକତି ଯାହାର ଥାଏ


ଅନ୍ଧ ମୁକ କାଲ     ହୋଇଥାନ୍ତି ଭଲ

କେବଳ ପାଦୁକ ପାଇ

ଡାକତରୀ ବିଦ୍ୟା        ବିଫଳତା ପରେ

ନୁହେଁ କି ଆଶ୍ଚର୍ଯ୍ୟ ଏହି???


ଦୃଢ ଚିତ୍ତେ ମୁହିଁ   ଏତିକି କହିବି

ବିଶାଳ ତା ଦୟାମୁଣି

ଟିକିଏ ମାଗିଲେ  ଢାଳି ଦେଉଅଛି

ବାବା ଆଖଣ୍ଡଳମଣି



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational