STORYMIRROR

Bhakta Malla

Tragedy

2  

Bhakta Malla

Tragedy

ଅଟଳଜୀ ଅମର ରହେ

ଅଟଳଜୀ ଅମର ରହେ

1 min
14.1K



ଅଗ୍ନି କି' କେବେ

କରିପାରେ ଭସ୍ମ

ଅମୃତ ତୁମ ଆତ୍ମା,

ମୃତ୍ୟୁ କି' କେବେ

କରିପାରେ ଗ୍ରାସ

ଅମୃତ ତୁମ ଯଶ !!

କୋଟିଏ ଶିଖାର

ଦୃପ୍ତ ଦୀପ୍ତିରେ

ଝଟକି ଉଠିବ

ତୁମ ଅପରାଜେୟ ପୌରୁଷ ।।


ବିନମ୍ର ଶ୍ରଦ୍ଧାଞ୍ଜଳି

ଭକ୍ତ ଚରଣ ମଲ୍ଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy