STORYMIRROR

arun sahoo

Inspirational Children

3  

arun sahoo

Inspirational Children

ଅଟଳ

ଅଟଳ

1 min
162

ଅଟଳଜୀ ଥିଲ ତୁମେ ଭାରତର ସ୍ପନ୍ଦନ

ଦୂରଦର୍ଶୀ ରାଜନେତା ତୁମେ ବକ୍ତା ଓ କବି

 ଭାରତୀୟଙ୍କ ମନରେ ପରିଚିତ ପିତାମହ

ପୋଖରାନରୁ ଭାରତୀୟଙ୍କ ଆଶା ସଂଚାର

ସ୍ୱପ୍ନର ଭାରତ ସ୍ୱର୍ଣ୍ଣାଭ ପଥର ଗୁଞ୍ଜରଣ

ଦେଖାଇଲ ତୁମେ ନୂଆ ଭାରତର ସୂର୍ଯ୍ୟୋଦୟ

ଯୁଗପୁରୁଷ ତୁମେ ବିକାଶର ମାର୍ଗଦର୍ଶକ ଜନକ

ଅଟଳ ହେ ତୁମେ ଅଜୟ ଅମର ଯାତ୍ରା ଶାଶ୍ୱତ

ଆଜି ବି ଝୁରେ ଭାରତ ହିମାଳୟରୁ କନ୍ୟାକୁମାରୀ

ଜୟ ଜବାନ ଜୟ କିଷାନରେ ଭରିଲ ଜୟ ବିଜ୍ଞାନ

ଆଜି ଜନ୍ମ ତୁମର ବଡ଼ଦିନରେ ଭରିଦେଲ ମନ

ପରମ ଆଦରଣୀୟ ପ୍ରଧାନସେବକ ଭାରତ ରତ୍ନ

ଆମର ଅଟଳ ଅମର ଅଟଳ ବିହାରୀ ବାଜପେୟୀ।।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational