Sudhashree Bhattamisra
Tragedy
ପରିଣତି ଯାହାବି ହେଉନା କାହିଁକି
ଭଲଭାବେ ବୁଝିସାରିଛି
ଭଲପାଇବା ଜଘନ୍ୟ ଅପରାଧ
ସ୍ନେହ, ପ୍ରେମ, ଏକ
କଳଙ୍କିତ ଅଧ୍ୟାୟ
ରକ୍ତ, ରଂଜିତ
ଇତିହାସ
ଆଉ ସମାଜ
ମୁକସାକ୍ଷୀ ।
ପୃଥିଵି
ଜୀଵନ
ସଂଗ୍ରାମ
ସେ
କ୍ଷତ
ମୁଁ
ଅନୁତାପ
କଠୋରତା
ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି । ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି ।
ମଉନେ ଆଜି ମୁଁ କରୁଛି ରୋଦନ ପାଦଚି଼ହ୍ନ କିଆଁ ପାଉନି ଖୋଜି ସଜ ସଜ ଲାଜ ଓଠେ ହସ ସବୁ ତ ଯାଇଛି ହଜି l ମଉନେ ଆଜି ମୁଁ କରୁଛି ରୋଦନ ପାଦଚି଼ହ୍ନ କିଆଁ ପାଉନି ଖୋଜି ସଜ ସଜ ଲାଜ ଓଠେ ହସ ସ...
ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁରୁତର । ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁ...
ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ଅଫେରା ଅତିଥି ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ...
ଏ ଜୀବନ ଗଣିତ ବହି ଏ ଜୀବନ ଗଣିତ ବହି
ବିରହ ବିରହ
ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ନେଇଛି ଭସାଇ ତ ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ...
ପ୍ରେମର ସଉଦାଗର ପ୍ରେମର ସଉଦାଗର
ଭୀରୁ ପ୍ରେମିକାର ବିଳାପ ଭୀରୁ ପ୍ରେମିକାର ବିଳାପ
ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ସୁଖ ନିହିତ ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ...
ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ଆଜି ଶ୍ରୀହୀନଟି ... ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ...
କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛି ତାର ବଳ ବୟସ ଖସିଲ... କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛ...
ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେନି କେଉଁଦି ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେ...
ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି । ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି ।
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।। ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।।
ଜନ୍ମ କ'ଣ ଏକ ଅପରାଧ ? ଜନ୍ମ କ'ଣ ଏକ ଅପରାଧ ?
ଅଧରେ ଫୁଟାଅ ହସ ଅଧରେ ଫୁଟାଅ ହସ
When Dreams Are Shattered By Reality When Dreams Are Shattered By Reality
କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ ! କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ !
ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ପ୍ରେମ , ଶାଶ୍ୱତ, ସତ... ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ...