ଅପପୁଷ୍ଟ
ଅପପୁଷ୍ଟ
କରୋନା ଭୁତାଣୁ ଭାରି ଦୁଷ୍ଟ
ସହଜେ ହୁଏନା କେବେବି ନଷ୍ଟ
ଏକାନ୍ତ ବାସ ହିଁ କରିପାରେ ଲକ୍ଷଭ୍ରଷ୍ଟ
ନହେଲେ ଖାଲି କରିବନି ତମରି ଅନିଷ୍ଟ
ବରଂ ଡାକି ନେବ ଭାଇ ବନ୍ଧୁ ଜ୍ଞାନ୍ତି ଅବଶିଷ୍ଟ
ଏକାନ୍ତବାସ ରେ ରହିଥିଲେ ରାମଚନ୍ଦ୍ର ଆମ ଇଷ୍ଟ
ଏକାନ୍ତବାସ ରେ ପଞ୍ଚୁ ପାଣ୍ଡବ ମାତା କୁନ୍ତୀ ସଙ୍ଗେ ସ୍ପଷ୍ଟ
ବୀର ହନୁମାନ,କାଳିଆବଦନ ସଭିଏଁ ଏକାନ୍ତ ବାସ ସୁସ୍ପଷ୍ଟ
ଆମେ ତ ସାମାଜିକ ପ୍ରାଣୀ ବୋଲାଇ କଲୁ ଯେତେ ନଷ୍ଟ ଭ୍ରଷ୍ଟ
ଏବେତ ଅତ୍ୟନ୍ତ କାରାବାସେ ରହି ହେଜିବା ଅପକର୍ମ ହେଇଛେ ପୃଷ୍ଠ ଜଣା ତ ପଡୁନି କୋଉ ଯାଏଏଇକରୋନାକରିଚାଲୁଥିବପୂରଣ,ଅଭୀଷ୍ଟ
ସଚେତନହୋଇ ଚାଷୀକୁଳହିତେଜାଳିବାଦୀପାଳି,ହାତଧୋଇନୀତିନିଷ୍ଠ
