STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଅନୁମତି ଦେରେ

ଅନୁମତି ଦେରେ

1 min
253

ହୋଲି ଆସିଛି ଆସିଛି ବୋଲି 

ରଙ୍ଗ ପସରା ଯାଇଛି ମେଲି 

ବାଘନିଶହନାଲା ବରଷୁଛି ଖାଲି 

ସତେ ଇନ୍ଦ୍ରଧନୁ ଧରାରେ ଆସିଛି ଚାଲି 

ଭାଇଚାରା ମମତା ପ୍ରୀତିରେ ଫୁଲି 

କ୍ଷମା କରିଦେ କରୋନା ଖାଲି 

ଯା ତୁ ଧରାରୁ ଚାଲି ସବୁ ରାଗରୋଷ ଭୁଲି 

ସପ୍ତରଙ୍ଗେ ନାଚି କଥାଦେଲୁ ଆମେ ଆଜିକାଲି 

ଆଉ ହେବୁନି ବିପଥଗାମୀ କହୁଛୁ ଖୋଲି 

ଥରେ ଅନୁମତି ଦେରେ କରୋନା 

ରାଗ ରୋଷ ସବୁ ଭୁଲି ଖେଳିବୁ ରଙ୍ଗର ହୋଲି 

ଯା ଚାଲି ତତେ କହୁଛୁ ବାଏ ବାଏ ବୋଲି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational