STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଅନ୍ତର ଝୁରେ

ଅନ୍ତର ଝୁରେ

1 min
254

ଅନ୍ତର ଝୁରେ.......


କି ଭାବେ ବର୍ଣ୍ଣିବି ମୋହନ ରୂପ

ମାେ କଳା ଶ୍ରୀମୁଖ ନୀଳ ମାଧବ !!


ଅକାତ ଜଳରେ କାତ ବୁଡିଗଲା

କୂଳେ ଲାଗି ଯାଉ ଦଦରା ନାବ !!


ଭକତି ଅନ୍ତରେ ଝୁରେ ମୁଁ ତୁମକୁ

ଡାକ ଶୁଣ ଆହେ ଜଗତ ସାଇଁ !!


ଦରଶନ ବିନା ଏ ମନ ବୁଝେନା

ଦେଖା ଦିଅ ଆହେ କଳା ଗୋସେଇଁ !!


ଷାଠିଏ ପଉଟି ତୁମକୁ ରୁଚୁନି

ତୁମ ଦୟା ବିନା ଚୁଲି ମାେ ଜଳୁନି !!


ଅଗତିର ଗତି ଆହେ ଲକ୍ଷ୍ମୀପତି

ତୁମ ବିନା କାହିଁ ଜିବନୁ ମୁକତି !!


ଉଦ୍ଧାର ଏ ଭବୁ ମାନ ଉଦ୍ଧାରଣ

ଛାଡ଼ୁ ଏ ଶରୀର ଦେଖି ଶ୍ରୀଚରଣ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational