ଅନାମିକା -୩ -
ଅନାମିକା -୩ -
ଅନାମିକା ମୋ ଅଝଟ ଆଖିରେ ନିଦ ପରି ତୁ
ମୋ ନିଦୁଆ ଆଖିରେ ସୁନେଲି ସ୍ୱପ୍ନ ପରି ତୁ
ଅନାମିକା ମୋ ଅପଢ଼l ଜୀବନର ଗୀତା
ମୋ ଡାଇରୀ ର ସବୁଠାରୁ ସୁନ୍ଦର କବିତl
ରଙ୍ଗ ହଳଦିଆ
ହଳଦୀ ବସନ୍ତ ପରି ସୁନ୍ଦରୀ
କଥା ଯାର ମନଜିଣl
ଆଖି ତାର ଟଣା ଟଣା
ଝିଅ ନୁହେଁ ଗୋଲାପୀ ପରୀ ସିଏ
ସେଇ ତ ଅନାମିକା
ସେଇ ମୋ ପ୍ରେମିକା।

