Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Classics Fantasy Inspirational

4  

Gangotri Priyadarshini

Classics Fantasy Inspirational

ଅମୃତ ଧାରା

ଅମୃତ ଧାରା

1 min
199


ବୁନ୍ଦ ବୁନ୍ଦ ଅମୃତର ଧାରା

ଝରି ଆସୁଛି କେଉଁ ଆବାହମାନ କାଳରୁ

ଶ୍ରୋତସ୍ଵିନି ବାରି ଧାରା ତ ମେଘ ଅଳଂକୃତା ତୃଷ୍ଣା ପୁଞ୍ଜି ।

ନିତ୍ୟ ସ୍ପର୍ଶେ ପ୍ରତି ପ୍ରାଣ ଅଜସ୍ର ଆତ୍ମ ତୃପ୍ତି

ପ୍ଲାବିତ ହୁଏ ଶଶା ଗରା ଧରା

ଶିବ ଜଟା ରୁ ଗଂଗା ଙ୍କ ଆବିର୍ଭାବ

ଭାଗିରଥି ପ୍ରାର୍ଥନା ର ପରାକାଷ୍ଠା ।

ପ୍ରକୃତି ପ୍ରସୂତି ପଞ୍ଚଭୂତ

କଳ କଳ ନିନାଦିତ ଧାରା

ଶିତଳତା ବିକସି ଭୂସ୍ବର୍ଗର ସୃଷ୍ଟ ପ୍ରତିକୃତି

ହେ ବାରିଧି ଜଳନିଧି,

ଶ୍ରେଷ୍ଠ ତୁମ ଦାନ ସୃଷ୍ଟିର କୋଣ ଅନୁକୋଣରେ ।



Rate this content
Log in

Similar oriya poem from Classics