Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Classics

3  

Pratap Chandra Mishra

Classics

ଅଳପ ଗୁହାରି

ଅଳପ ଗୁହାରି

1 min
186



ତୁମରି ଚେତନା ମନରେ ହେଜି,

ଦାରୁ କୁ ଦିଅ ସଜାଇ ପୂଜି।


ନୀଳ କନ୍ଦର ର ଗହନ କଥା,

ନୀଳ ଚକ୍ର ଦେଖି ଭରସା ମଥା।


ବିନୟ ଠାକୁର ବୋଲାଅ ତୁମେ,

ତୁମ କରାମତି ଭୁଲିନୁ ଆମେ।


ଭାଇ ଭଉଣୀ ସହ ମା ଲକ୍ଷ୍ମୀ ଙ୍କ କେ ନୁହେଁ ସରି,

ବଡ଼ ଦେଉଳ ରେ ଆସ୍ଥାନ ତୋରି ।


ବିଶ୍ଵ ଉଦର କୁ ମଣ୍ଡ ଦେଉ ଯୋଗାଇ।

ଭୋକିଲା ଶ୍ରୀ କ୍ଷେତ୍ର ରେ କେବେ କିଏ ରୁହନ୍ତି ନାହିଁ।


ହେଲେ ଏ ବିଶ୍ଵ ରେ ବିଲକ୍ଷଣ ଉଭା,

ଛାର ଖାର ଏ ମଣିଷ 

ମହାମାରୀ ରେ କାବା ।


ସକଳ ଆଶା ର ମୂଳ ମନ୍ତ୍ର,

ବଞ୍ଚାଅ ଜୀବନ ନାଶୀ ଭୂତାଣୁ ତନ୍ତ୍ର।


ବନ୍ଧା ପଡିଛୁ ହେ ମହାବାହୁ,

ହସ୍ତ ପ୍ରସାରି ଘଣ୍ଟ ଘୋଡାଇ ସୁରକ୍ଷା ମିଳୁ।


ସାହା ହୁଅ ଜଗନ୍ନାଥ ପ୍ରାଣୀ ବର୍ଗ ଉପର,

ଦୁଃଖ ଉଡ଼ି ଯାଉ ପୁଣି ହସୁ ଆମ ସଂସାର।


ପାଦ ପଦ୍ମ ରେ ତୁମକୁ ସମର୍ପି ଦେଲି,

ତ୍ରାହି କରହେ ଏ ବିପଦୁ ଶୀଘ୍ର ମୁରାରି।


Rate this content
Log in

Similar oriya poem from Classics