STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଅଳିଆ ଗଦାରେ ଉତ୍ପତ୍ତି ମୋହର

ଅଳିଆ ଗଦାରେ ଉତ୍ପତ୍ତି ମୋହର

1 min
2.9K


ମହାସ୍ମୀତା


ଅଳିଆ ଗଦାରେ ଉତ୍ପତ୍ତି ମୋହର,

ତଥାପି ମୁଁ ଏକ କନ୍ୟା,

ଜନକ, ଜନନୀ ଥାଇ ବି ମୋହର,

ଆଖିରେ ମୋ ଲୁହ ବନ୍ୟା।

ସତ୍ୟ, ଦ୍ଵାପର, ତ୍ରେତୟା,କଳିରେ,

ମୁଁ ସୃଷ୍ଟିର ସମ୍ଭାର ଟିଏ,

ବନ୍ଧ୍ୟାକରଣ ମନରେ ମୁଁ ଏକ,

ନିର୍ଝରଣୀ ଝର ଟିଏ।

ଏମିତି ନିର୍ଭୟା,ନୀରଜା,ଅଭୟା,

ସବୁଦିନେ ନିଷ୍ପେସିତା,

ହେ ମଧୁସୂଦନ ଏ ସୃଷ୍ଟି ପାଇଁ ନାରୀ,

ନୁହେଁ ଦୁଇକୂଳ ପାଇଁ ହିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational