STORYMIRROR

A P Subhakanta Samal

Romance Others

2  

A P Subhakanta Samal

Romance Others

ଅଝଟ ବୁଝାମଣା

ଅଝଟ ବୁଝାମଣା

1 min
124

ସେଇ ବିଦ୍ୟାଳୟ ପ୍ରାଙ୍ଗଣରେ ଶୈଶବ ର ପ୍ରଥମ ମିଳନ।

ତୁ ଥିଲୁ ଅପରିପକ୍ଵ କଢ଼ି ଆଉ ମୁଁ ଥିଲି ମାଳୀ। 

ପରିବର୍ତ୍ତିତ ସମୟ ସ୍ରୋତରେ ଧୀରେ ଧୀରେ ସେଇ କଢ଼ି ଯେବେ ଫୁଲ ହୋଇ ଫୁଟିଲା ଏଇ ମାଳୀ ର ନଜର ତା ଉପରେ ପଡ଼ିଲା। କୈଶୋର ଅବସ୍ଥାରେ ଅନ୍ୟ ଭ୍ରମର ପୂର୍ବରୁ ସେଇ ଫୁଲକୁ ତୋଳିନେବା ପାଇଁ ଏଇ ମାଳୀ ର ମନ ଅଝଟ ହୋଇଉଠିଥିଲା। 

ଆଜି ତାରୁଣ୍ୟରେ ଦେଖୁ ଦେଖୁ କଅଁଳ ବୟସର ଅଝଟ ସମାଜ ପରିସ୍ଥିତି ଆଉ ସ୍ୱାଭିମାନ ଆଗରେ ଏକ ବୁଝାମଣାରେ ବଦଳିଗଲା

ଆଉ ଫୁଲ ଅନ୍ୟ କେଉଁ ଈଶ୍ୱରାଶ୍ରିତ ହୋଇସାରିଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance