STORYMIRROR

A P Subhakanta Samal

Others Romance

3  

A P Subhakanta Samal

Others Romance

"ତୁ"

"ତୁ"

1 min
14.1K


ହୃଦୟ ମୋର

ଭାବନା ମୋର

ତା ସହ ଖେଳୁଛୁ କାଇଁ ତୁ!

ନିଦ ମୋର

ସ୍ଵପ୍ନ ମୋର

ସେଥିରେ ଆସୁଛୁ କାଇଁ ତୁ!

ପରିଶ୍ରମ ମୋର

ସଫଳତା ମୋର

କାରଣ ସାଜିଛୁ ତୁ!

ଦୁଃଖ ମୋର

ସୁଖ ମୋର

ସହୁଛୁ କାଇଁ ତୁ!

ଖୁସି ମୋର

ସୁଖ ମୋର

ତାକୁ ବଢାଉଛୁ କାଇଁ ତୁ!

ନିଶ୍ୱାସ ମୋର

ଜୀବନ ମୋର

ବଞ୍ଚିବାର ଆଧାର ସାଜିଛୁ ତୁ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍