STORYMIRROR

Pramila Sahoo

Fantasy Abstract

2  

Pramila Sahoo

Fantasy Abstract

ଅବୁଝା ଏଇ ହୃଦୟ

ଅବୁଝା ଏଇ ହୃଦୟ

1 min
2.6K


ଆଖିର ପଲକ ପଡେ ଯେତେ ଥର

ମୋ ହୃଦୟ ତୁମକୁ ଝୁରେ ସେଥିକି ଥର

ଅବୁଝା ଏଇ ହୃଦୟ ବୁଝେନାହିଁ ସେ ଜମା

ପ୍ରତିମୁହୂର୍ତ୍ତରେ ଖୋଜୁଛି ତୁମକୁ ପରା

ହେଲେ ଏଇ ହୃଦୟ ଜାଣିନାହିଁ ତୁମ ଠିକଣା

କିନ୍ତୁ ଅପେକ୍ଷା କରିରହିଛି ସାତ ଜନ୍ମକୁ ପରା

ଦିନେ ନା ଦିନେ ଆସିବ ତୁମେ ଦେଖିବ ଏ ଦୁନିଆ

ହେଲେ ମୁଁ ଥିବିକି ନଥିବି ସେ କଥା ଜାଣେନା

କିନ୍ତୁ ତୁମ ପାଇଁ ମୋ ସ୍ମୃତି ସବୁବେଳେ ସାଇତା

ଯେଉଁ ମୁହୂର୍ତ୍ତରେ ତୁମେ ମତେ ଖୋଜିବ

ପ୍ରତିମୁହୂର୍ତ୍ତେ ମୋ ସ୍ମୃତି ତୁମ ପାଖେ ପାଖେ ପାଇବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy