Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଅଭ୍ଯତର ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ

ଅଭ୍ଯତର ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ

1 min
125


ଅଭ୍ଯତର

ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣର

ମଧ୍ୟବର୍ତୀ ଇଲାକାରେ

ଅପରିବର୍ତ୍ତନୀୟ ସଂଘର୍ଷ

ସଂଘର୍ଷ ଜୀବନ ସହିତ

ଭୋକର ଭୂଗୋଳ ସହିତ

ମାଟିର ବାସ୍ନା ଓ

ମାଂସର ଆମନ୍ତ୍ରଣ ସହିତ

ସଂଘର୍ଷ ପରିଚୟ ସହିତ

ଖ୍ୟାତି ଓ ଦ୍ୟୁତି ସହିତ

ପୁଞ୍ଜିଭୂତ ଅସନ୍ତୋଷର ଲାଭା ସହିତ

ମନ ଓ ମସ୍ତିଷ୍କର ଆବେଗ ସହିତ ସଂବେଗ ସହିତ

ଆଶା, ଆକାଂକ୍ଷା ଓ ଅଭିମାନ ସହିତ

ଆତ୍ମାର ବାଲୁକାବନ୍ତରେ ସୁସ୍ପଷ୍ଟ ପଦଚିହ୍ନ ସହିତ

ଦିଗ୍‌ବଳୟ ସ୍ପର୍ଶୀ ଜୁଆର ସହିତ

ବୟସର ବାସବଦତ୍କାର ଅନିର୍ବଚନୀୟ ମୋହାକର୍ଷଣ ସହିତ

ତ୍ବରିତ କ୍ରିଶୀଳ ମନୋବିଜ୍ଞାନ ସହିତ

ଦୁଃସ୍ବପ୍ନ ଓ ଦିବାସ୍ଵପ୍ନ ସହିତ

ଆକ୍ରମଣ ଓ ପ୍ରତି ଆକ୍ରମଣ ସହିତ

ସଂବେଦନଶୀଳ ଚେନତା ସହିତ

ଉଇହୁଙ୍କା ପାଟି ଯାଉଥିବା ମଣିଷ ସହିତ ।।



Rate this content
Log in

Similar oriya poem from Classics