STORYMIRROR

Kali Kumar

Tragedy Inspirational

2  

Kali Kumar

Tragedy Inspirational

ଅଭିଶପ୍ତ କର୍ଣ୍ଣ

ଅଭିଶପ୍ତ କର୍ଣ୍ଣ

1 min
126

"ଅଭିସାର ଠାରୁ ଯେତିକି ଦୂର

ଅଭିଶାପଠୁ ସେତିକି ନିକଟ

ସେଥିପାଇଁ ମୁଁ ଅଭିଶପ୍ତ "

ସମାଜର ପ୍ରତିସ୍ପର୍ଦ୍ଧାରେ 

ଖାଲି ଜାତି ଧର୍ମ ବର୍ଣ୍ଣର ଚିହ୍ନ

ସେଥିପାଇଁ ମୁଁ ଅଭିଶପ୍ତ କର୍ଣ୍ଣ "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy