STORYMIRROR

Liza Senapati

Abstract

2  

Liza Senapati

Abstract

ଅଭିନୟ

ଅଭିନୟ

1 min
78

କିଛି ଲୁହ ଝରିଯାଏ ,

ପ୍ରେମକୁ ଦେଇ ଦୋଷ,

କିଛି ପ୍ରେମ ଲିଭିଯାଏ 

ଭାଗ୍ୟକୁ କରି ଦାୟୀ।

ଏଇ ପରା ମତଲବୀ ମଣିଷ,

ସ୍ୱାର୍ଥ ପାଖେ ମିଛ ସବୁ,

ସମ୍ପର୍କ ଏକ ଅଭିନୟ ମାତ୍ର।


Rate this content
Log in

Similar oriya poem from Abstract