STORYMIRROR

kamal kumar dash

Romance Thriller

3  

kamal kumar dash

Romance Thriller

ଅଭିନୟ

ଅଭିନୟ

1 min
186


କଥାରେ କଥାରେ ମାନ ଅଭିମାନ 

   ଭଲ କଥା ନୁହେଁ କେବେ 

ସତ ଜୀବନଟା ଅଭିନୟ ହେଲେ

     ମନରେ କି ଖୁସି ଥାଏ (୧)

ତୁମ ନୀରବତା   ଭାବ ପ୍ରବଣତା 

  ଚୁପି ଚୁପି କହିଯାଏ

ସବୁ ଗଲା ସ୍ମୃତି ଜୋଛନାର ରାତି

   ଆଜି ମାନେ ପଡି ଯାଏ (୨ )      

ତୁମେ ପାଖେ ଥିଲେ ଖୁସି ଥାଏ ମନ 

   ଦୂରେ ଗଲେ ଅମାନିଆ 

ମନ ମନ କଥା    କିଏ ବା ବୁଝିବ 

    ତୁମେ ଖାଲି ବୁଝା ସିନା ( ୩ ) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance