Brundabana Pradhan

Tragedy


2  

Brundabana Pradhan

Tragedy


ଅଭିନୟ

ଅଭିନୟ

1 min 71 1 min 71

ଥିଲା ବୋଲି ଅଭିନୟ ତୋର 

ଜାଣି ମୁଁ ନ ଥିଲି 

ବରଂ ସତ ମଣି

କେବଳ ତୋ ପଥ ଅନାଉଥିଲି। 

ଅଭିନୟ ତୋର 

ଅଜାଡି ଦେଲା ମୋ ସଂସାର 

ନିଚ୍ଛକ ଅଭିନୟ ତୋର 

ଦେଖୁଥିଲି ଖାଲି ଥରକୁ ଥର ।



Rate this content
Log in

More oriya poem from Brundabana Pradhan

Similar oriya poem from Tragedy