STORYMIRROR

Liza Senapati

Abstract

2  

Liza Senapati

Abstract

ଅଭିମାନି ପ୍ରେମ

ଅଭିମାନି ପ୍ରେମ

1 min
141

ଅଭିମାନି ପ୍ରେମ ମୋର,

ଫେରେଇ ନଉଚି ମୋ କଥା,

ସବୁ ରାଗ ଭୁଲି ଆ ଚାଲି,

ତତେ ମୁଁ ଖୋଜୁଚି,

ତୁ ଜାଳିଥିବା ଦୀପର ଆଘାତରେ ,

ଆଜିବି ତମାସା ଶୋଇଚି,

ଏଇ ଦେଖେ ସେ ଅଦ୍ଧାରକୁ,

ଯେମିତି ତତେ ହିଁ ସେ ଖୋଜୁଚି


Rate this content
Log in

Similar oriya poem from Abstract