STORYMIRROR

Siba Sethy

Children

3  

Siba Sethy

Children

ଆସୁଛି କାଳିଆ ସୁନା

ଆସୁଛି କାଳିଆ ସୁନା

1 min
251

ଓଡିଆ ଜାତିର ଆରାଧ୍ୟ ଠାକୁର

ମହାପ୍ରଭୁ ଜଗନ୍ନାଥ

ଭାବର ଠାକୁର ନୀଳାଚଳ ନାଥ

ଭାବ ବିିନୋଦିଆ ମୋର।।


ବିଶ୍ୱାସେ ଡାକିଲେ ବିିପତ୍ତି କାଳର

ପାଖେ ଅସି ଉଭା ହୁଏ

ଭକତ ମନରେ ଭକତି ପ୍ରୀତିରେ

ସବୁଠୁ ନିଜର ସିଏ।।


ପତିତ ଜନଙ୍କୁ ଉଦ୍ଧାରିିବା ପାଇଁ

ଆସୁଛି ସେ ଅବତାରି

ଝୁୁୁୁଲି ଝୁଲି ଆସେ ବଡ଼ଦାଣ୍ଡେ ଜଗା

ସେଥିରେ ଭାଇ ଭଉଣୀ।।


ତୁୁୁୁମେ ପରବ୍ରହ୍ମ୍ମ ଜଗତ ଈଶ୍ୱର

ତୁୁୁମ ପାଇଁ ସୃଷ୍ଟି ସିନା

ଭକ୍ତଙ୍କର ଦୁଃଖ ଦୂର କରିିିିବାକୁୁୁୁ

ଅସେରେ କାଳିଆ ସୁନା ।।

        

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children