STORYMIRROR

Lavanya Nayak

Abstract

2  

Lavanya Nayak

Abstract

ଆସିଫା

ଆସିଫା

1 min
12.8K


ଅଜି

ଆତଙ୍କିତ ବସୁଧାର ଛାତି

ନିର୍ଜାତିତ ନଗ୍ନ ସଭ୍ୟତାର

ଅପୁର୍ଣ୍ଣ ଅନ୍ଧାର ଇତିହାସ ରାତି॥

ଭୟାର୍ତ୍ତ କୋମଳ ମତୀ

ମୃତ୍ୟୁ କଣ ବୁଝିବା ପୁର୍ବରୁ

ନେଇଗଲା ତୋତେ ଡାକି॥

ତୋ ବିନା ହତଶିରୀ

ମା"କୋଳ ତୋର ଲାଗୁ୍ଛି॥

କେହି ଜଣେ ଦେଖିଛକି ?

ରକ୍ତ ଜୁଡୁ ବୁଡୁ

ବିବସ୍ତ୍ର,ପରାସ୍ତ, ଧନ ମୋର

ମହିଷା ମାନଙ୍କ ଆଘାତରେ

କେଉଁଠି ଶୋଇଛି ॥॥

😭


Rate this content
Log in

Similar oriya poem from Abstract