STORYMIRROR

Lavanya Nayak

Others

2  

Lavanya Nayak

Others

କବିତା ନୁହେଁ କିଛି କଥା

କବିତା ନୁହେଁ କିଛି କଥା

1 min
13.1K


ଏକା

ସମୁଦ୍ର କୁଳରେ

ଠିଆ ହୋଇ କିଛି

ଲାଭ ନାହିଁ।

କାଲିର ସକାଳ

ଭସେଇ ନେବା ପୁର୍ବରୁ

ଯାବତୀୟ ସ୍ୱପ୍ନ.

ତା ଆଗରୁ ନିଜକୁ

ଭସେଇ ଦିଅ।

ଭାସି ଯାଉ କୋହ.ଲୁହ

ଯାବତୀୟ ଯନ୍ତଣା।

ନଚେତ ରାତି ପାହିଲେ

ଘୋଟି ଆସିବ ଅଂଧାର।

ହଜି ଯିବ ଅଂଧାର ଭିତରେ

ଯେତେ ସବୁ ସମ୍ପର୍କ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍