STORYMIRROR

Lavanya Nayak

Fantasy

2  

Lavanya Nayak

Fantasy

ବହି

ବହି

1 min
13.6K


ସାରା ଦିନ ବହିମାନେ

ମୁଁହ ମାଡି ଶୋଇଥାନ୍ତି;

ଝର୍କା ଗ୍ରିଲଦେଇ ଯେବେ

ଜହ୍ନ ଓହ୍ଲେଇ ଆସେ

ତର ତର ହୋଇ ଉଠିପଡନ୍ତି।

ଜହ୍ନ ଆଉ ବହି

ଶବ୍ଦର ଯାଦୁଗରୀ ପ୍ରେମର

ବିଭୋର ପଣରେ

ତମାମ ରାତି ମତେ

ଭିଜୋଉଥାନ୍ତି..   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy