STORYMIRROR

Manjula Acharya

Abstract

3  

Manjula Acharya

Abstract

ଆଶିଷ

ଆଶିଷ

1 min
219

ପିତା ମୋର ଢାଳି ଦିଅ ଆକାଶର ଆଶୀର୍ବାଦ

ଜନନୀ ପତାଇ ଦିଅ ଧରଣୀର ବକ୍ଷ୍ 

ସ୍ନେହ ଶୁଭାଶୀ ଷ ତଳେ

ବିଶାଳ କୋମଳ କୋଳେ

କି ପାଇଁ ନିଜକୁ କ୍ଷଣେ ମଣିବି ନିରକ୍ଷ୍ମ ।

ସେନେହ ପରଶ ତବ ଦିଅ ସହୋଦର ମୋର

ଭଗିନୀ, ବରଷି ଦିଅ ସମା ଦର ରାଶି

ଏତେ ସ୍ନେହ, ଏତେ ପ୍ରେମ

ଲଭି କିମ୍ପା ମ୍ରିୟମାଣ ?

ଦୂରେ ଆଜି ସବୁ ବ୍ୟଥା ଯାଉ ମୋର ଭାସି 

ପ୍ରକୃତିର ଛତ୍ରେ ଛତ୍ରେ ପୂରି ଅଛି ଏ ଜଗତ

ସ୍ନେହ ଭରା ଆଶିଷ ର ପରମ ଇଙ୍ଗିତ

ବିଶ୍ଵ ପ୍ରତି ରନ୍ଧ୍ ଧରି 

ଯେ ତେଣୁ ରହିଛି ଭରି

ପ୍ରତିଟରେ ଆଶିଷ ର କଲ୍ୟାଣ ସଙ୍ଗୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manjula Acharya

ବରଷା

ବରଷା

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ଆଶିଷ

ଆଶିଷ

1 min ପଢ଼ନ୍ତୁ

Similar oriya poem from Abstract